ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନିର୍ଦ୍ଦୟ ହେବାର ଅବସ୍ଥା ବା ଭାବ
ଉଦାହରଣ : ସୁରେଶ ଶ୍ରମିକମାନଙ୍କ ସହିତ ନିର୍ଦ୍ଦୟତା ସହିତ ବ୍ୟବହାର କରୁଛି
ସମକକ୍ଷ : କଠୋରତା, କରୁଣାହୀନତା, କ୍ରୁରତା, ଦୟାହୀନତା, ନିର୍ଦ୍ଦୟତା, ନିଷ୍ଠୁରତା, ନୃଶଂସତା
ଅନ୍ୟ ଭାଷାରେ ଅନୁବାଦ :हिन्दी English
निर्दय होने की अवस्था, गुण या भाव।
The quality of being cruel and causing tension or annoyance.
ଅର୍ଥ : କୋମଳ ହୃଦୟ ନହେବାର ଅବସ୍ଥା
ଉଦାହରଣ : ହୃଦୟହୀନତାକୁ ନେଇ ଷୋଳସହ ଶତାଦ୍ଦୀରୁ ସାହିତ୍ୟ ସୃଷ୍ଟି ହେଲା
ସମକକ୍ଷ : ହୃଦୟଶୂନ୍ୟ
जन्मजात हृदय न होने की अवस्था।
Congenital absence of the heart (as in the development of some monsters).
ସଂସ୍ଥାପନ କରନ୍ତୁ