ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦୁଷ୍ଟ ବା ଖରାପ ବ୍ୟକ୍ତି
ଉଦାହରଣ : ଦୁର୍ଜନ ସଂଗତିରୁ ଦୂରରେ ରୁହ
ସମକକ୍ଷ : ଖଳ, ଦୁରାତ୍ମା, ଦୁର୍ଜନ, ଦୁଷ୍ଟ, ଦୁଷ୍ଟାତ୍ମା, ପାଜୀ, ଶଠ, ହରାମି
ଅନ୍ୟ ଭାଷାରେ ଅନୁବାଦ :हिन्दी English
दुष्ट या खोटा व्यक्ति।
A wicked or evil person. Someone who does evil deliberately.
ଅର୍ଥ : ପରମ ଦୁଷ୍ଟ ବା ବହୁତ ବଡ଼ଦୁଷ୍ଟ
ଉଦାହରଣ : ଆମେ ହାରାମଜାଦା ଲୋକମାନଙ୍କଠାରୁ ଦୂରରେ ରହିବା ଉଚିତ
ସମକକ୍ଷ : ବଦମାସ, ହାରାମି
परम दुष्ट या बहुत बड़ा पाजी।
Morally bad in principle or practice.
ସଂସ୍ଥାପନ କରନ୍ତୁ