ଅର୍ଥ : ପରାଜିତ ହେବା ଅବସ୍ଥା ବା ଭାବ
ଉଦାହରଣ :
ଏହି ନିର୍ବାଚନରେ ତାର ହାର ନିଶ୍ଚିତ ନିର୍ବାଚନରେ ତାର ପରାଜୟ ହେଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜପମାଳା ବା ଫୁଲଆଦିରେ ସୂତା ପୂରାଇ ତିଆରି କରାଯାଉଥିବା ବସ୍ତୁ ଯାହା ଗଳାରେ ପିନ୍ଧାଯାଏ
ଉଦାହରଣ :
ତାହାର ଗଳାରେ ଏକ ମୋତିମାଳା ଶୋଭାପାଉଛି
ଅନ୍ୟ ଭାଷାରେ ଅନୁବାଦ :
Jewelry consisting of a cord or chain (often bearing gems) worn about the neck as an ornament (especially by women).
necklace