ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକପ୍ରକାରର ସେନାଦଳ ଯେଉଁଥିରେ ସୈନିକ ହାତୀ ଚଢ଼ି ଯୁଦ୍ଧ କରନ୍ତି
ଉଦାହରଣ : ପ୍ରାଚୀନ କାଳରେ ଗଜ ସେନାକୁ ସୈନ୍ୟବାହିନୀର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ବୋଲି ବିଚାର କରାଯାଉଥିଲା
ସମକକ୍ଷ : ଗଜ ବାହିନୀ, ଗଜ ସେନା, ହସ୍ତୀ ବାହିନୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक प्रकार की सेना जिसमें सैनिक हाथी पर सवार होकर युद्ध करते हैं।
A force that is a branch of the armed forces.
ସଂସ୍ଥାପନ କରନ୍ତୁ