ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ
ଉଦାହରଣ : ହରିତର ପ୍ରତ୍ୟେକ ପାଦରେ କ୍ରମରେ ଦୁଇଟି ତଗଣ ଏବଂ ଦୁଇଟି ଗୁରୁ ଥାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक वर्णवृत्त।
(prosody) a system of versification.
ଅର୍ଥ : ଯାହା ଶୁଖିଲା ଓ ମୁରୁକୁଟା ନୁହେଁ
ଉଦାହରଣ : ଏହି ବଗିଚାର ସବୁ ଗଛ ହରିତ୍ ଦେଖାଯାଉଛନ୍ତି
ସମକକ୍ଷ : ଚିରଶ୍ୟାମଳ, ସବୁଜ
जो सूखा या मुरझाया न हो।
Still wet or moist.
ଅର୍ଥ : ଯାହା ସବୁଜ ରଙ୍ଗର
ଉଦାହରଣ : ଗାର୍ଡ଼ ସବୁଜ ରଙ୍ଗର ପତାକା ଦେଖାଇବାପରେ ହିଁ ଗାଡ଼ି ଚାଲିଲା
ସମକକ୍ଷ : ଶାଗୁଆ, ସବୁଜ
ଅନ୍ୟ ଭାଷାରେ ଅନୁବାଦ :हिन्दी
जो हरे रंग का हो।
ସଂସ୍ଥାପନ କରନ୍ତୁ