ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ହରାଇବାର କାର୍ଯ୍ୟ
ଉଦାହରଣ : ସେ ନିଜର ଶତ୍ରୁ ରାଜାଙ୍କୁ ହରାଇବା ପରେ ତାଙ୍କ ରାଜ୍ୟକୁ ଅକ୍ତିଆର କରିନେଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी
हराने की क्रिया।
ଅର୍ଥ : କୌଣସି ଅବସ୍ଥା,କାର୍ଯ୍ୟ,ସମୟ ଆଦି ହାତଛଡ଼ା କରିବା
ଉଦାହରଣ : ସେ ସୁବର୍ଣ୍ଣ ସୁଯୋଗ ହରାଇଲା ସେ ନିଜ ଇଜ୍ଜତ ହରେଇଲା
ସମକକ୍ଷ : ହରେଇବା
किसी अवस्था, कार्य, समय आदि को हाथ से जाने देना।
ସଂସ୍ଥାପନ କରନ୍ତୁ