ଅର୍ଥ : ଯେ ନିଜର ସ୍ୱାର୍ଥପାଇଁ କିଛି ବି କରିପାରେ
ଉଦାହରଣ :
ସ୍ୱାର୍ଥାନ୍ଧ ବ୍ୟକ୍ତି ନିଜ ସ୍ୱାର୍ଥ ନିମନ୍ତେ ଅନ୍ୟର କ୍ଷତି କରିବାକୁ କୁଣ୍ଠିତ ହୁଏନାହିଁ
ଅନ୍ୟ ଭାଷାରେ ଅନୁବାଦ :
जो अपने स्वार्थ के लिए कुछ भी करे।
स्वार्थांध व्यक्ति अपने स्वार्थ के लिए दूसरे का अहित करने में हिचकिचाते नहीं हैं।