ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁଦାନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁଦାନୀ   ବିଶେଷ୍ୟ

ଅର୍ଥ : ସୁଦାନର ନିବାସୀ

ଉଦାହରଣ : ସୁଦାନୀ ମାନେ ବି ଲକ୍ଷ୍ମୀଙ୍କୁ ଧାନ ଉତ୍ପନ କରୁଥିବା ଦେବୀ ବୋଲି ମାନନ୍ତି୤

ସମକକ୍ଷ : ସୁଦାନ ବାସୀ


ଅନ୍ୟ ଭାଷାରେ ଅନୁବାଦ :

सूडान का निवासी।

सूडानी भी लक्ष्मी को धान उत्पन्न करने वाली देवी मानते हैं।
सूडान वासी, सूडान-वासी, सूडानवासी, सूडानी, सूडानीज़, सूडानीस

A native or inhabitant of Sudan.

sudanese

ସୁଦାନୀ   ବିଶେଷଣ

ଅର୍ଥ : ସୁଦାନ ସହ ସମ୍ବନ୍ଧିତ ବା ସୁଦାନର

ଉଦାହରଣ : ସୁଦାନୀ ଖାନଦାନରେ ଏହା ପ୍ରଚଳିତ ଅଛି୤

ସମକକ୍ଷ : ସୁଦାନ ସମ୍ବନ୍ଧୀୟ


ଅନ୍ୟ ଭାଷାରେ ଅନୁବାଦ :

सूडान से संबंधित या सुडान का।

सूडानी कबीलों में यह प्रचलन है।
सूडान-संबंधी, सूडानी, सूडानीज़, सूडानीस

Of or relating to or characteristic of the African Republic of the Sudan or its people.

The Sudanese desert.
sudanese