ଅର୍ଥ : ଯାହା ସାରହୀନ ବା ଯେଉଁଥିରେ କିଛି କାମଯୋଗ୍ୟ କଥା ବା ବସ୍ତୁ ନ ଥାଏ
ଉଦାହରଣ :
ସାରହୀନ ଗ୍ରନ୍ଥଗୁଡ଼ିକ ଅଧ୍ୟୟନ କଲେ କଣ ଲାଭ ମିଳିବ?
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର କୌଣସି ଅର୍ଥ ନାହିଁ
ଉଦାହରଣ :
ତୁମର ଏହି ଅର୍ଥହୀନ ପ୍ରଶ୍ନପାଇଁ ମୋ ପାଖରେ କୌଣସି ଉତ୍ତର ନାହିଁ
ସମକକ୍ଷ : ଅନର୍ଥକ, ଅର୍ଥଶୂନ୍ୟ, ଅର୍ଥହୀନ, ନିରର୍ଥକ, ବୃଥା
ଅନ୍ୟ ଭାଷାରେ ଅନୁବାଦ :
Having no meaning or direction or purpose.
A meaningless endeavor.