ଅର୍ଥ : ସୁଲଭ ହେବା ଅବସ୍ଥା ବା ଭାବ
ଉଦାହରଣ :
କୃଷକକୁ ଅନ୍ନର ସୁଲଭତା ପ୍ରାପ୍ତି ହେଲାପରେ ମଧ୍ୟ ତା ଭାଗ୍ୟରେ ପୌଷ୍ଟିକ ଆହାର ନାହିଁ
ସମକକ୍ଷ : ସୁଲଭତା
ଅନ୍ୟ ଭାଷାରେ ଅନୁବାଦ :
सुलभ होने की अवस्था या भाव।
किसानों के पास अन्न की सुलभता होने पर भी उन्हें पौष्टिक आहार नसीब नहीं होता।