ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସନ୍ନିହିତ ହେବାର କ୍ରିୟା ବା ଭାବ
ଉଦାହରଣ : ଏହି ଔଷଧରେ ବହୁ ତତ୍ତ୍ୱର ସମାବେଶ ହୋଇଛି
ସମକକ୍ଷ : ସଂଯୋଜନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
सन्निहित होने की क्रिया या भाव।
The act of including.
ଅର୍ଥ : ସମାବେଶ କରିବାର କ୍ରିୟା
ଉଦାହରଣ : ଏହି କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ନଅଟି ଜିଲ୍ଲାର ସମାବେଶ ହୋଇଛି
ସମକକ୍ଷ : ଅଭିନିବେଶ, ଏକତ୍ରଅବସ୍ଥାନ, ସଂସ୍ଥିତି, ସମାବେଶନ, ସମ୍ମେଳନ
समावेश करने की क्रिया।
ସଂସ୍ଥାପନ କରନ୍ତୁ