ଅର୍ଥ : କୌଣସି ବିଶେଷ ଉଦ୍ଦେଶ୍ୟ ବା ଉପଯୋଗ ନିମନ୍ତେ ଅଲଗା ରଖିବା
ଉଦାହରଣ :
ଏହି ଜିନିଷ ପୂଜାପାଇଁ ରଖାଯାଇଛି ଏହି ସ୍ଥାନ ଗୋଟିଏ ଧର୍ମସଂସ୍ଥାପାଇଁ ସମର୍ପିତ ହୋଇସମର୍ପିତ
ସମକକ୍ଷ : ରଖା ଯିବା
ଅନ୍ୟ ଭାଷାରେ ଅନୁବାଦ :
* किसी विशेष उद्देश्य या उपयोग के लिए अलग रखना।
यह सामान पूजा के लिए रखा है।ଅର୍ଥ : କାହାରିଦ୍ୱାରା ଶ୍ରଦ୍ଧାପୂର୍ବକ ଦେବତା,ସମାଧି ଆଦି ଉପରେ ଅର୍ପିତ ହେବା
ଉଦାହରଣ :
ଗାନ୍ଧୀଜୀଙ୍କ ସମାଧି ଉପରେ ପ୍ରତିଦିନ ତାଜା ଫୁଲ ଚଢ଼ାଯାଏ
ସମକକ୍ଷ : ଅର୍ପିତ ହେବା, ଚଢ଼ାଇବା