ଅର୍ଥ : ମିଳନର କ୍ରିୟା ବା ଭାବ
ଉଦାହରଣ :
ନାଟକ ଶେଷରେ ନାୟକ ଓ ନାୟିକାଙ୍କ ମିଳନ ହେଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାର୍ଯ୍ୟ ଓ କାରଣର ସଂଗତି ବା ନିର୍ବାହ
ଉଦାହରଣ :
ସମନ୍ୱୟ ରହିଲେ ସମସ୍ୟା ଆଉ କେଉଁଠି ରହିବ?
ଅନ୍ୟ ଭାଷାରେ ଅନୁବାଦ :
The regulation of diverse elements into an integrated and harmonious operation.
coordination