ଅର୍ଥ : ଯେ ସାଂସାରିକ ବସ୍ତୁ ତଥା ସୁଖପ୍ରତି ଥିବା ରାଗ ବା ଆସକ୍ତି ପୂରାପୂରି ଛାଡ଼ିଦେଇଛନ୍ତି
ଉଦାହରଣ :
ରାମୁ ପ୍ରେମପୂର୍ଣ୍ଣ ଭାବରେ ସନ୍ୟାସୀମାନଙ୍କର ସେବା କରେ
ସମକକ୍ଷ : ସାଧୁ
ଅର୍ଥ : ସାଂସାରିକ ବସ୍ତୁ ତଥା ସୁଖପ୍ରତି ଅନୁରାଗ ବା ଆସକ୍ତି ସଂପୂର୍ଣ୍ଣରୂପେ ତ୍ୟାଗ କରିଥିବା ବ୍ୟକ୍ତି
ଉଦାହରଣ :
ବୈରାଗୀଙ୍କ ଦର୍ଶନପାଇଁ ଭିଡ଼ ହେଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସନ୍ୟାସ ଆଶ୍ରମରେ ରହୁଥିବା ତଥା ତାଙ୍କର ନିୟମ ପାଳନ କରୁଥିବା ବ୍ୟକ୍ତି
ଉଦାହରଣ :
ଚିତ୍ରକୂଟରେ ଜଣେ ବଡ଼ ସନ୍ୟାସୀଙ୍କ ସହିତ ମୋର ସାକ୍ଷାତ ହେଲା
ସମକକ୍ଷ : ବାବାଜୀ, ବ୍ରହ୍ମଚାରୀ
ଅନ୍ୟ ଭାଷାରେ ଅନୁବାଦ :