ଅର୍ଥ : ବସ୍ତୁମାନଙ୍କୁ ଏପରିଭାବେ ରଖିବା ଯେ ଦେଖିଲେ ଭଲ ଓ ସୁନ୍ଦର ଜଣାପଡିବ(ବ୍ୟକ୍ତି ବା ସ୍ଥାନ)
ଉଦାହରଣ :
ନୂଆ ବୋହୂ ଘରଟିକୁ ବହୁତ ବଢ଼ିଆ ସଜେଇଛି
ସମକକ୍ଷ : ଅଳଙ୍କୃତ କରିବା, ସଜାଇବା, ସଜ୍ଜିତ କରିବା
ଅନ୍ୟ ଭାଷାରେ ଅନୁବାଦ :
ऐसी वस्तुओं से युक्त करना कि देखने में भला और सुंदर जान पड़े (व्यक्ति या स्थान)।
नई बहू ने घर को बहुत बढ़िया सजाया है।