ଅର୍ଥ : ଏକ ସମୟରେ ଏକତ୍ରୀତ ହୋଇଥିବା ଗୋଟିଏ ପ୍ରକାରର ବସ୍ତୁ
ଉଦାହରଣ :
ନିଆଁ ଲାଗିବା କାରଣରୁ ସଂଗ୍ରହାଳୟରେ କିଛି ମହତ୍ତ୍ୱପୂର୍ଣ୍ଣ ସଂଗ୍ରହ ଜଳିଗଲା
ସମକକ୍ଷ : ସଂଗ୍ରହ
ଅନ୍ୟ ଭାଷାରେ ଅନୁବାଦ :
A collection of things that have been combined. An assemblage of separate parts or qualities.
combination