ଅର୍ଥ : ସିରା ବା ରସ ଆଦିରେ ପକାଇ ବା ଗୁଡ଼ାହୋଇଥିବା ବସ୍ତୁ ଆଦିରେ ସିରା ଆଦି ଭଲଭାବେ ଲାଗିବା ବା ମିଶିବା
ଉଦାହରଣ :
ଜିଲାପି ଭଲଭାବେ ବୁଡ଼ିନାହିଁ
ସମକକ୍ଷ : ପିଇବା, ବୁଡ଼ିବା, ମିଶିବା, ଲାଗିବା
ଅନ୍ୟ ଭାଷାରେ ଅନୁବାଦ :
शीरे या रस आदि में डाली या लपेटी हुई वस्तु आदि में शीरे आदि का अच्छी तरह लग जाना या समा जाना।
जलेबी अच्छी तरह से नहीं पगी है।ଅର୍ଥ : ଓଠରେ ଟାଣିକରି ପିଇବା
ଉଦାହରଣ :
ଆମ୍ବ ଏବେ ଶୋଷି ହୋଇଗଲା, ତାକୁ ଫିଙ୍ଗି ଦିଅ
ଅନ୍ୟ ଭାଷାରେ ଅନୁବାଦ :
Draw into the mouth by creating a practical vacuum in the mouth.
Suck the poison from the place where the snake bit.