ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ଲୁଗା ବା ଗଦିଆଦି ଯାହା ଶୋଇବା କିମ୍ବା ବସିବାପାଇଁ ବିଛାଯାଏ
ଉଦାହରଣ : ସେ ଖଟରେ ବିଛଣା ବିଛାଉଛି
ସମକକ୍ଷ : ଗଦି, ବିଛଣା
ଅନ୍ୟ ଭାଷାରେ ଅନୁବାଦ :हिन्दी English
वे कपड़े, गद्दे आदि जो सोने या बैठने के लिए बिछाए जाते हैं।
Linen or cotton articles for a bed (as sheets and pillowcases).
ଅର୍ଥ : ବିଛାଇବାପାଇଁ ହାଲୁକା ତୁଳାର ଗଦି
ଉଦାହରଣ : ଜେଜେ ରେଜେଇ ଉପରେ ଶୁଅନ୍ତିନାହିଁ
ସମକକ୍ଷ : ତୋଷକ, ରେଜେଇ
ଅନ୍ୟ ଭାଷାରେ ଅନୁବାଦ :हिन्दी
बिछाने का हल्का रुईदार गद्दा।
ଅର୍ଥ : ଛୋଟ ଗଦି
ଉଦାହରଣ : ମାଆ ପିଲାକୁ ଶେଯ ଉପରେ ଶୁଆଇଦେଲେ
छोटा गद्दा।
ସଂସ୍ଥାପନ କରନ୍ତୁ