ଅର୍ଥ : ଶୁଣିବା କ୍ରିୟା ବା କାମ
ଉଦାହରଣ :
କାନ ରହିଛି ଭଲ କଥା ଶ୍ରବଣ ପାଇଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ପ୍ରକାରର ଅଭିଯୋଗ ବା ନିବେଦନ ଆଦିର ଶୁଣାଣି ହେବାର କ୍ରିୟା
ଉଦାହରଣ :
ସେ ଚିତ୍କାରକରି ପୁଲିସକୁ ଫଇସଲା ଶୁଣାଇବା ପାଇଁ ବ୍ୟସ୍ତ କରିଦେଲା କେଉଁଠି ହେଉ ବା ନହେଉ ଭଗବାନଙ୍କ ଦରବାରରେ ନିଶ୍ଚୟ ଫଇସଲା ଶୁଣାଣି ହେବ
ସମକକ୍ଷ : ଫଇସଲା ଶୁଣାଇବା, ଫଇସଲା ଶୁଣାଣି, ଶ୍ରବଣ
ଅନ୍ୟ ଭାଷାରେ ଅନୁବାଦ :
किसी तरह की शिकायत या फरियाद आदि के सुने जाने की क्रिया।
उसने चिल्ला-चिल्लाकर पुलिस को सुनवाई के लिए मज़बूर कर दिया।ଅର୍ଥ : କାହାର କଥା ବା ପ୍ରାର୍ଥନା ଉପରେ ଧ୍ୟାନ ଦେବା
ଉଦାହରଣ :
ରାଜା ଫେରାଦି ଲୋକଙ୍କର ଗୋଟିଏବି କଥା ଶୁଣିଲେ ନାହିଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବିଚାର ପାଇଁ ଦୁଇ ପକ୍ଷର କଥାକୁ ନିଜ ସମ୍ମୁଖରେ ରଖିବା
ଉଦାହରଣ :
ନ୍ୟାୟଧୀଶ ଅଭିଯୋଗକାରୀ ଓ ଅଭିଯୁକ୍ତ ଦୁହିଁଙ୍କ କଥା ଶୁଣିଲେ
ଅନ୍ୟ ଭାଷାରେ ଅନୁବାଦ :
विचार के लिए दोनों पक्षों की बातें अपने सामने आने देना।
न्यायाधीश ने अभियोगी और अभियुक्त दोनों की बातें सुनी।ଅର୍ଥ : ନିଜର ନିନ୍ଦାକଥା ବା ଗାଳି ଶ୍ରବଣ କରିବା
ଉଦାହରଣ :
ଆଜି ସକାଳୁ ସକାଳୁ ମୁଁ ମୋ ଶାଶୁଙ୍କଠାରୁ ବହୁତ ଶୁଣିଲି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୁହାଯାଉଥିବା କଥା ବା ଶବ୍ଦ କାନରେ ଶୁଣି ଜ୍ଞାନ ପ୍ରାପ୍ତକରିବା
ଉଦାହରଣ :
ସେ ସତ୍ୟନାରାୟଣ ଭଗବାନଙ୍କ କଥା ଶୁଣୁଛି
ସମକକ୍ଷ : ଶ୍ରବଣ କରିବା
ଅନ୍ୟ ଭାଷାରେ ଅନୁବାଦ :
कही हुई बात या शब्द का कानों से ज्ञान प्राप्त करना।
वह सत्यनारायण भगवान की कथा सुन रहा है।Perceive (sound) via the auditory sense.
hear