ଅର୍ଥ : ଯେ ଓକିଲାତି ପାସ୍ କରିଛି ଏବଂ ଯେ ଅଦାଲତରେ ଅନ୍ୟ କାହା ତରଫରୁ ଯୁକ୍ତି କରେ
ଉଦାହରଣ :
ଏହି ମାମଲା ନିମନ୍ତେ ସେ ସହରର ସବୁଠୁ ବଡ଼ ଓକିଲଙ୍କୁ ନିଯୁକ୍ତ କରିଛି
ସମକକ୍ଷ :
ଅଧିବକ୍ତା, ଆଡ଼ଭୋକେଟ୍, ଓକିଲ
ଅନ୍ୟ ଭାଷାରେ ଅନୁବାଦ :
A professional person authorized to practice law. Conducts lawsuits or gives legal advice.
attorney,
lawyer