ଅର୍ଥ : ଦେହର ସ୍ମୃତି ଛାଡ଼ିବା
ଉଦାହରଣ :
ମୀରା ଈଶ୍ୱର ଭକ୍ତିରେ ଅଚେତ ଥିଲେ
ସମକକ୍ଷ : ଅଚେତ ହେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବିଷୟ କିମ୍ବା କାମ କରିବାରେ ମଗ୍ନ ହେବା
ଉଦାହରଣ :
ମୀରା କୃଷ୍ଣଙ୍କ ଭଜନରେ ତଲ୍ଲୀନ ହେଲେ
ସମକକ୍ଷ : ଆତ୍ମବିସ୍ମ୍ରୁତ ହେବା, ତଲ୍ଲୀନ ହେବା, ଧ୍ୟାନାବସ୍ଥିତ ହେବା, ବୁଡ଼ି ଯିବା, ଭାବାନ୍ୱିତ ହେବା
ଅନ୍ୟ ଭାଷାରେ ଅନୁବାଦ :
किसी विषय या कार्य को करने में मग्न होना।
मीरा कृष्ण भजन में तल्लीन हुई।