ଅର୍ଥ : ପଶୁ, ପକ୍ଷୀଆଦିଙ୍କୁ ନିଜ ପାଖରେ ରଖି ଖାଇବା ପିଇବାକୁ ଦେବା
ଉଦାହରଣ :
କିଛି ଲୋକ ସଉକରେ କୁକୁର, ବିଲେଇ, ଶୁଆଆଦି ପୋଷନ୍ତି
ସମକକ୍ଷ :
ପାଳିବା, ପୋଷିବା
ଅନ୍ୟ ଭାଷାରେ ଅନୁବାଦ :
पशु, पक्षी आदि को अपने पास रखकर खिलाना-पिलाना।
कुछ लोग शौक से कुत्ते, बिल्ली, तोता अदि पोसते हैं।
पालना,
पोसना
Raise.
She keeps a few chickens in the yard.
He keeps bees.
keep