ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଛେଳି,ମେଣ୍ଢା,ମୂଷା,ଓଟ ଆଦିଙ୍କ ବିଷ୍ଠା
ଉଦାହରଣ : ମେଣ୍ଢାର ଲଣ୍ଡି ଖେତପାଇଁ ବହୁତ ଲାଭକାରୀ
ସମକକ୍ଷ : ନଣ୍ଡି, ଲେଣ୍ଡି
ଅନ୍ୟ ଭାଷାରେ ଅନୁବାଦ :हिन्दी English
बकरी, भेड़, चूहे, ऊँट आदि की विष्ठा।
Fecal matter of animals.
ଅର୍ଥ : ବାନ୍ଧି ଯାଇଥିବା ମଳର ଗୋଟି
ଉଦାହରଣ : ପିଲାଟି ଲଣ୍ଡି ହଗୁଛି
ସମକକ୍ଷ : ଲେଣ୍ଡି
ଅନ୍ୟ ଭାଷାରେ ଅନୁବାଦ :हिन्दी
बँधे हुए मल की बत्ती।
ସଂସ୍ଥାପନ କରନ୍ତୁ