ଅର୍ଥ : କୌଣସି ପଠାଇଥିବା,ପାଇଥିବା ବା ଦେଖିଥିବା ସୂଚନା,ଜ୍ଞାନ ଆଦିର ସମୟାନୁସାରେ ହୋଇଥିବା ଅଭିଲେଖ
ଉଦାହରଣ :
ଲଗ୍ ଦେଖିଲେ ଜଣାପଡ଼ିବ ଯେ ଏପର୍ଯ୍ୟନ୍ତ କେତେ ଶବ୍ଦ ଦେଖାଯାଇଛି
ଅନ୍ୟ ଭାଷାରେ ଅନୁବାଦ :
A written record of messages sent or received.
They kept a log of all transmission by the radio station.