ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଡାକିବାଦ୍ୱାରା ସୃଷ୍ଟି ହେଉଥିବା ଶବ୍ଦ
ଉଦାହରଣ : ମହିଳାଙ୍କର ଚିତ୍କାର ଶୁଣି ଅନେକ ଲୋକ ରୁଣ୍ଡ ହୋଇଗଲେ
ସମକକ୍ଷ : ଚିତ୍କାର, ପାଟି
ଅନ୍ୟ ଭାଷାରେ ଅନୁବାଦ :हिन्दी
चिल्लाने पर निकलने वाली आवाज।
ଅର୍ଥ : କୌଣସି ଶବ୍ଦ ବା କଥା ବାରଂବାର କହିବାର ପ୍ରକ୍ରିୟା ବା ଭାବ
ଉଦାହରଣ : ରଡ଼ିରେ କିଛି ଫାଇଦା ନାହିଁ! ତୁ ପିକ୍ନିକ୍ ଯାଇପାରିବୁ ନାହିଁ
ସମକକ୍ଷ : କୁହାଟ, ଗର୍ଜନ
कोई शब्द या बात बार-बार कहने की क्रिया या भाव।
ଅର୍ଥ : କାହାରିକୁ ଡାକିବାପାଇଁ ଯୋର୍ରେ କରାଯାଉଥିବା ଶବ୍ଦ
ଉଦାହରଣ : ମାଲିକର ଡାକ ଶୁଣି ଚାକର ଦୌଡ଼ି ଦୌଡ଼ି ଆସିଲା
ସମକକ୍ଷ : ଡାକ, ପାଟି
वह ज़ोर का शब्द जो किसी को पुकारने के लिए किया जाय।
ଅର୍ଥ : ଚିଲ୍ଲେଇବା ପ୍ରକ୍ରିୟା ବା ଭାବ
ଉଦାହରଣ : ସେ କାହିଁକି ଚିତ୍କାର କରୁଥିଲା?
ସମକକ୍ଷ : ଚିତ୍କାର
चिल्लाने की क्रिया या भाव।
ଅର୍ଥ : ଗଧର ରଡ଼ି
ଉଦାହରଣ : ଗଧଟି ଘାସ ପଡ଼ିଆରେ ରହି ରହି ରଡ଼ି କରୁଥିଲା
ସମକକ୍ଷ : ବୋବାଳି
ଅନ୍ୟ ଭାଷାରେ ଅନୁବାଦ :हिन्दी English
गधे का बोलना।
Braying characteristic of donkeys.
ସଂସ୍ଥାପନ କରନ୍ତୁ