ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଶ୍ରୀକୃଷ୍ଣଙ୍କ ବ୍ରଜ ଗୋପୀମାନଙ୍କ ସହିତ ଘେରମଧ୍ୟରେ କରୁଥିବା ନୃତ୍ୟ
ଉଦାହରଣ : ରାସ ଦେଖି ସମସ୍ତ ବ୍ରଜବାସୀ ପ୍ରସନ୍ନ ହେଉଥିଲେ
ସମକକ୍ଷ : ରାସ, ରାସଲୀଳା
ଅନ୍ୟ ଭାଷାରେ ଅନୁବାଦ :हिन्दी
श्री कृष्ण का ब्रज की गोपियों के साथ घेरे में किया जाने वाला नृत्य।
ଅର୍ଥ : ଶ୍ରୀକୃଷ୍ଣଙ୍କ ରାସଲୀଳାର ଅଭିନୟ
ଉଦାହରଣ : ଆଜି ମଧ୍ୟ ବ୍ରଜର ଲୋକେ ରାସଲୀଳା କରନ୍ତି
श्री कृष्ण की रासलीला का अभिनय।
ସଂସ୍ଥାପନ କରନ୍ତୁ