ଅର୍ଥ : ଆଷାଢ ମାସ କୃଷ୍ଣ ପକ୍ଷର ଏକାଦଶୀ
ଉଦାହରଣ :
ଯୋଗିନୀ ଏକାଦଶୀ ଦିନ ବ୍ରତ କଲେ ଅଠାଅଶୀ ହଜାର ବ୍ରାହ୍ମଣଙ୍କୁ ଭୋଜନ କରାଇବା ସହିତ ସମାନ ପୁଣ୍ୟ ମିଳେ
ସମକକ୍ଷ : ଆଷାଢ-କୃଷ୍ଣ-ଏକାଦଶୀ
ଅନ୍ୟ ଭାଷାରେ ଅନୁବାଦ :
आषाढ़ महीने के कृष्णपक्ष की एकादशी।
योगिनी एकादशी के दिन व्रत रखने से अट्ठासी हज़ार ब्राह्मणों को भोजन कराने जितना पुण्य मिलता है।