ଅର୍ଥ : ଉପଲବ୍ଧ ବା ସୁଲଭ କରିବା
ଉଦାହରଣ :
କୁଆଡ଼େ ଯାତାୟାତ କରିବାପାଇଁ ଆମେ ବାହନ ମଧ୍ୟ ଯୋଗାଇଦେଉ ଏହି ହୋଟେଲ ବାତାନୁକୂଳିତ କକ୍ଷ ବି ଯୋଗାଇଦିଏ
ସମକକ୍ଷ : ଉପଲବ୍ଧ କରିବା, ପ୍ରଦାନ କରିବା
ଅନ୍ୟ ଭାଷାରେ ଅନୁବାଦ :
उपलब्ध या सुलभ कराना।
हमलोग कहीं आने-जाने के लिए वाहन भी देते हैं।