ଅର୍ଥ : ସାଂସ୍କୃତିକ ଇତିହାସରେ ସେହି କାଳ-ମାନ ଯାହା ସମୟ ଏବଂ ଅବସ୍ଥା ଆଦି ଦୃଷ୍ଟିରୁ ନିଜର ଏକ ପରିଭାଷ୍ୟ ବା ମହତ୍ତ୍ୱପୂର୍ଣ୍ଣ ସ୍ଥାନ ନିର୍ଦ୍ଧାରଣ କରେ
ଉଦାହରଣ :
ମୁଁ ଆପଣଙ୍କୁ ଭାରତେନ୍ଦୁ ଯୁଗର ଗୋଟିଏ ଲେଖା ଶୁଣାଉଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବହୁତ ଅଧିକ ସମୟ
ଉଦାହରଣ :
ଅପେକ୍ଷାରେ ତାଙ୍କର ଦିନ ସରିଗଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଇତିହାସର କୌଣସି ଏଭଳି ବଡ଼ କାଳ ଯେଉଁଥିରେ ଗୋଟିଏ ପ୍ରକାରର କାମ, ଘଟଣାଆଦିର ପ୍ରମୁଖତା ଅଛି
ଉଦାହରଣ :
ଭକ୍ତି ଯୁଗକୁ ହିନ୍ଦୀ ସାହିତ୍ୟର ସ୍ୱର୍ଣ୍ଣ ଯୁଗ ଭାବରେ ଗ୍ରହଣ କରାଯାଏ
ସମକକ୍ଷ : କାଳ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମିନିଟ୍, ଘଣ୍ଟା, ବର୍ଷଆଦିରେ ମପାଯାଉଥିବା ଦୂରତା ବା ଗତି ଯେଉଁଥିରେ ଭୂତ ବର୍ତ୍ତମାନଆଦିର କଳନା ହୁଏ
ଉଦାହରଣ :
ସମୟ କାହାରିକୁ ଅପେକ୍ଷା କରେ ନାହିଁ ଆପଣ କେଉଁ ଯୁଗର କଥା କହୁଛନ୍ତି ସମୟ କେମିତି କଟୁଛି,କିଛି ଜଣା ପଡ଼ୁନାହିଁ ସେ କିଛି ସମୟ ନିମନ୍ତେ ଏଠାକୁ ବି ଆସିଥିଲେ
ସମକକ୍ଷ : ଅବସର, କାଳ, ଦିନ, ବେଳା, ସମୟ
ଅନ୍ୟ ଭାଷାରେ ଅନୁବାଦ :
मिनटों, घंटों, वर्षों आदि में नापी जाने वाली दूरी या गति जिससे भूत, वर्तमान आदि का बोध होता है।
समय किसी का इंतजार नहीं करता।An amount of time.
A time period of 30 years.