ଅର୍ଥ : ଯୁକ୍ତି ସହିତ
ଉଦାହରଣ :
ଯୁକ୍ତି ପୂର୍ବକ ଆପଣ ଏହି କାର୍ଯ୍ୟ କରିପାରନ୍ତି
ସମକକ୍ଷ : ତର୍କ ପୂର୍ବକ, ଯୁକ୍ତିପୂର୍ବକ, ସମୀଚୀନ ଭାବେ
ଅନ୍ୟ ଭାଷାରେ ଅନୁବାଦ :
युक्ति के साथ।
युक्तिपूर्वक आप यह कार्य कर सकते हैं।With regard to tactics.
The tactically useful province is still firmly in the rebels' hands.