ଅର୍ଥ : ହିନ୍ଦୁମାନଙ୍କ ମତାନୁସାରେ ଯେଉଁ ଜାତି ଭିତରେ ବର୍ଣ୍ଣାଶ୍ରମ ଧର୍ମ ନାହିଁ
ଉଦାହରଣ :
ସତ୍ୟବତୀ ମ୍ଳେଚ୍ଛ ଜାତିର କନ୍ୟା ଥିଲେ ଆର୍ଯ୍ୟମାନଙ୍କ ପୂର୍ବରୁ ମ୍ଳେଚ୍ଛ ଜାତି ହିଁ ଭାରତରେ ବାସ କରୁଥିଲେ
ଅନ୍ୟ ଭାଷାରେ ଅନୁବାଦ :
हिन्दुओं के मतानुसार वह जाति जिसमें वर्णाश्रम धर्म न हो।
सत्यवती म्लेच्छ जाति की कन्या थी।(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jati