ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାହାକୁ ମୋହିତ କରିବା
ଉଦାହରଣ : ରାମ ନିଜ କଥାରେ ଶ୍ୟାମକୁ ମୋହିତ କଲା
ସମକକ୍ଷ : ମୋହେଇବା, ସମ୍ମୋହନ କରିବା
ଅନ୍ୟ ଭାଷାରେ ଅନୁବାଦ :हिन्दी
किसी को मोह में डालना।
ଅର୍ଥ : କାହାକୁ ନିଜ ଆଡ଼କୁ ଆକର୍ଷିତ କରିବା
ଉଦାହରଣ : ଜଣେ ନବଯୌବନୀର ଚାହାଣି ମୋତେ ମୋହିତ କଲା
ସମକକ୍ଷ : ମୋହିବା
किसी को अपनी ओर आकर्षित करना।
ସଂସ୍ଥାପନ କରନ୍ତୁ