ଅର୍ଥ : ଯେଉଁ ଯନ୍ତ୍ର ଯେ କୌଣସି ପ୍ରକାର ଶକ୍ତିକୁ ଯାନ୍ତ୍ରିକ ଶକ୍ତିରେ ପରିବର୍ତ୍ତିତ କରିଦିଏ ଓ ତାହାଦ୍ୱାରା ଗତି ସୃଷ୍ଟି ହୁଏ
ଉଦାହରଣ :
ଏହି ପଙ୍ଖାର ମୋଟର ଖରାପ ହୋଇଯାଇଛି
ଅନ୍ୟ ଭାଷାରେ ଅନୁବାଦ :
वह यंत्र जो किसी भी प्रकार की ऊर्जा को यांत्रिक ऊर्जा में परिवर्तित कर देता है जिससे गति मिलती है।
इस पंखे का मोटर खराब हो गया है।Machine that converts other forms of energy into mechanical energy and so imparts motion.
motorଅର୍ଥ : ଏକ ପ୍ରକାରର ଗାଡ଼ି ଯାହା ଯନ୍ତ୍ରରେ ଚାଲେ
ଉଦାହରଣ :
ସେ ମୋଟର ଗାଡ଼ିରେ ବସି ସହର ଆଡ଼କୁ ବାହାରି ଗଲେ
ଅନ୍ୟ ଭାଷାରେ ଅନୁବାଦ :