ଅର୍ଥ : କୌଣସି ବସ୍ତୁ ଆଦିର ମୂଲ୍ୟ ନିର୍ଦ୍ଧାରଣ କରିବା
ଉଦାହରଣ :
ଏହି ଦୋକାନୀ ଜିନିଷଗୁଡ଼ିକର ଅଧିକ ମୂଲ୍ୟ ନେଉଛି କମ୍ପାନୀଗୁଡ଼ିକ ନିଜ ଉତ୍ପାଦିତ ବସ୍ତୁଗୁଡ଼ିକର ଉଚିତ ମୂଲ୍ୟ ରଖିବା ଦରକାର
ସମକକ୍ଷ : ମୂଲ୍ୟ ନିର୍ଦ୍ଧାରଣ କରିବା, ମୂଲ୍ୟ ରଖିବା
ଅନ୍ୟ ଭାଷାରେ ଅନୁବାଦ :
* किसी वस्तु आदि का मूल्य निर्धारित करना।
इस दुकानदार ने वस्तुओं का बहुत अधिक मूल्य रखा है।