ଅର୍ଥ : ପ୍ରସ୍ତାବନା, ପରିଚୟ ଆଦିର ପ୍ରାରମ୍ଭିକ ଭାଗ
ଉଦାହରଣ :
ଆରମ୍ଭରେ ମୌଳିକ ବିଷୟବସ୍ତୁର ବର୍ଣ୍ଣନା ହୋଇଛି
ସମକକ୍ଷ : ଗୁଣ ନିରୂପଣ କରିବା, ମୂଲ୍ୟନିର୍ଦ୍ଧାରଣ କରିବା, ମୂଲ୍ୟାଙ୍କିତ କରିବା, ମୂଲ୍ୟାୟନ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବସ୍ତୁକୁ ଦେଖିକରି ଅନୁମାନରେ ତାର ମୂଲ୍ୟ ସ୍ଥିର କରିବା
ଉଦାହରଣ :
ସେ ବହିର ଠିକ ମୂଲ୍ୟାଙ୍କନ କଲା
ସମକକ୍ଷ : ମୂଲ୍ୟ ନିର୍ଣ୍ଣୟ କରିବା, ମୂଲ୍ୟଧାରଣ କରିବା
ଅନ୍ୟ ଭାଷାରେ ଅନୁବାଦ :
कोई वस्तु देखकर अनुमान से उसका मूल्य स्थिर करना।
उसने किताब का सही मूल्यांकन किया।ଅର୍ଥ : ଗୁଣ,ସ୍ତର,ସ୍ଥାନ ଆଦି ନିଶ୍ଚିତ କରିବା
ଉଦାହରଣ :
ଆପଣ ଆପଣଙ୍କ ଶ୍ରେଣୀର ପିଲାମାନଙ୍କୁ କିପରି ମୂଲ୍ୟାଙ୍କନ କରନ୍ତି?
ସମକକ୍ଷ : ଗୁଣ ନିରୂପଣ କରିବା, ମୂଲ୍ୟନିର୍ଦ୍ଧାରଣ କରିବା, ମୂଲ୍ୟାଙ୍କିତ କରିବା, ମୂଲ୍ୟାୟନ କରିବା
ଅନ୍ୟ ଭାଷାରେ ଅନୁବାଦ :