ଅର୍ଥ : ଶବ୍ଦ ବା ଧ୍ୱନିସହ ଯୁକ୍ତ
ଉଦାହରଣ :
ପିଲାମାନେ ଆସିବାରୁ ଖାଲିଘର ମୁଖରିତ ହୋଇ ଉଠିଲା
ସମକକ୍ଷ :
ଧ୍ୱନିତ, ଶବ୍ଦାୟମାନ
ଅନ୍ୟ ଭାଷାରେ ଅନୁବାଦ :
शब्दों या ध्वनियों से युक्त, बोलता हुआ।
बच्चों के आते ही सूना घर मुखरित हो उठा।
मुखर,
मुखरित
Full of the sound of voices.
A playground vocal with the shouts and laughter of children.
vocal