ଅର୍ଥ : କାହାରି ଉପରେ ମିଥ୍ୟାରେ ଲଗାଯାଇଥିବା ଆରୋପ
ଉଦାହରଣ :
ହାବିଲଦାର ଅଜିତସିଂହଙ୍କ ଉପରେ ଲାଞ୍ଚ ନେବାର ମିଥ୍ୟାଭିଯୋଗ ଲାଗିଛି
ସମକକ୍ଷ : ମିଥ୍ୟାଭିଯୋଗ
ଅନ୍ୟ ଭାଷାରେ ଅନୁବାଦ :
किसी पर झूठ-मूठ लगाया हुआ आरोप।
हवलदार अजितसिंह पर घूस लेने का मिथ्याभियोग लगा है।