ଅର୍ଥ : ଇନ୍ଦ୍ରଜାଲର ବା ଇନ୍ଦଜାଲ ସହ ସମ୍ବନ୍ଧିତ
ଉଦାହରଣ :
ଏହି ବହିରେ ଐନ୍ଦ୍ରଜାଲିକ କାର୍ଯ୍ୟ ସମ୍ପର୍କରେ ବିସ୍ତୀର୍ଣ୍ଣ ବର୍ଣ୍ଣନା କରାଯାଇଛି
ସମକକ୍ଷ : ଐନ୍ଦ୍ରଜାଲିକ, କୁହୁକିଆ, ଯାଦୁବିଦ୍ୟା ସଂପୃକ୍ତ
ଅନ୍ୟ ଭାଷାରେ ଅନୁବାଦ :
इंद्रजाल का या इंद्रजाल से संबंधित।
इस पुस्तक में ऐंद्रजालिक कार्यों के बारे में विस्तार से दिया गया है।ଅର୍ଥ : ଯେ ଇନ୍ଦ୍ରଜାଲ କରେ ବା ଜାଣିଥାଏ
ଉଦାହରଣ :
ଲକ୍ଷ୍ମଣ ମାୟାବୀ ମେଘନାଦକୁ ହତ୍ୟା କରିଥିଲେ
ସମକକ୍ଷ : ଇନ୍ଦ୍ରଜାଲିକ
ଅନ୍ୟ ଭାଷାରେ ଅନୁବାଦ :
जो इन्द्रजाल करता या जानता हो।
लक्ष्मण ने मायावी मेघनाद को मारा था।