ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ଅନେକଥର ମାଡ଼ ଖାଇଲାଣି
ଉଦାହରଣ : ମାଡ଼ୁଆ ମୋହନାକୁ ପୁଣି ପୁଲିସ୍ ଧରି ନେଇଗଲାଣି
ସମକକ୍ଷ : ମାଡ଼ଖିଆ
ଅନ୍ୟ ଭାଷାରେ ଅନୁବାଦ :हिन्दी
जिसने कई बार मार खाई हो।
ଅର୍ଥ : ଯେ ଅତ୍ୟଧିକ ମାଡଖାଏ
ଉଦାହରଣ : ଶ୍ୟାମ ଜଣେ ମାଡ଼ୁଆ ବ୍ୟକ୍ତି, ଯେ ପର୍ଯ୍ୟନ୍ତ ସେ ମାଡ଼ ଖାଇନି ସେପର୍ଯ୍ୟନ୍ତ ତାର ପେଟ ପୁରେ ନାହିଁ
जो अत्यधिक माँड़ खाता है।
ଅର୍ଥ : ଯେ ବରାବର ପିଟାଖାଏ
ଉଦାହରଣ : ମାଡ଼ୁଆ ରମେଶ ଦିନତମାମ ମାଡ଼ ଖାଉଛି କିନ୍ତୁ ନିଜର ଅଭ୍ୟାସ ପରିବର୍ତ୍ତନ କରୁନାହିଁ
जो बराबर पिटता रहता हो।
ସଂସ୍ଥାପନ କରନ୍ତୁ