ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଷ୍ଟର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଷ୍ଟର   ବିଶେଷ୍ୟ

ଅର୍ଥ : ବିଦ୍ୟାର୍ଥୀମାନଙ୍କୁ ପଢ଼ାଉଥିବା ବ୍ୟକ୍ତି

ଉଦାହରଣ : ଗୁରୁ ଓ ଛାତ୍ରଙ୍କ ସମ୍ବନ୍ଧ ମଧୁର ହେବା ଆବଶ୍ୟକ

ସମକକ୍ଷ : ଅଧ୍ୟାପକ, ଆଚାର୍ଯ୍ୟ, ଗୁରୁ, ଶିକ୍ଷକ


ଅନ୍ୟ ଭାଷାରେ ଅନୁବାଦ :

वह व्यक्ति जो विद्यार्थियों को पढ़ाता है।

अध्यापक और छात्र का संबंध मधुर होना चाहिए।
अध्यापक, आचार्य, आचार्य्य, उस्ताद, गुरु, गुरू, टीचर, पाठक, मास्टर, मुअल्लिम, वक्ता, शिक्षक, स्कंध, स्कन्ध

A person whose occupation is teaching.

instructor, teacher

ଅର୍ଥ : ଯେଉଁ ମାନବକୃତ ବସ୍ତୁ ଶିକ୍ଷାଦିଏ ବା ଯାହାଠାରୁ ଶିକ୍ଷା ମିଳେ

ଉଦାହରଣ : ପୁସ୍ତକ ହିଁ ତାର ଶିକ୍ଷକ

ସମକକ୍ଷ : ଅଧ୍ୟାପକ, ଗୁରୁ, ଶିକ୍ଷକ


ଅନ୍ୟ ଭାଷାରେ ଅନୁବାଦ :

वह मानवीकृत वस्तु जो शिक्षा दे या जिससे शिक्षा मिले।

पुस्तकें ही उसकी शिक्षक हैं।
अध्यापक, गुरु, टीचर, मास्टर, शिक्षक

A personified abstraction that teaches.

Books were his teachers.
Experience is a demanding teacher.
teacher