ଅର୍ଥ : ତଉଲ ବା ଓଜନ କରିବା କ୍ରିୟା
ଉଦାହରଣ :
ଓଜନ ମାପିବାପାଇଁ ଷ୍ଟେସନରେ ମେସିନ୍ ଅଛି
ସମକକ୍ଷ : ଉତ୍ତୋଳନ କରିବା, ତଉଲିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମାପିବା କ୍ରିୟା
ଉଦାହରଣ :
ଲେଖପାଳ ଜମି ମାପିବା ପରେ କାର୍ଯ୍ୟାଳୟକୁ ଗଲେ
ଅର୍ଥ : କୌଣସି ବସ୍ତୁ, କାର୍ଯ୍ୟ ଆଦିର ବିସ୍ତୃତି, ଘନତ୍ୱ ଇତ୍ୟାଦିର ମାନ ବା ପରିମାଣ ନିର୍ଣ୍ଣୟ କରିବା
ଉଦାହରଣ :
ସେ ମିଟରରେ କନା ମାପୁଛନ୍ତି
ସମକକ୍ଷ : ମାନ ନିର୍ଣ୍ଣୟ କରିବା, ମାନ ନିର୍ଦ୍ଧାରଣ କରିବା
ଅନ୍ୟ ଭାଷାରେ ଅନୁବାଦ :
Determine the measurements of something or somebody, take measurements of.
Measure the length of the wall.ଅର୍ଥ : କୌଣସି ବସ୍ତୁର ଓଜନ ଜାଣିବାପାଇଁ ତାକୁ ନିକିତିରେ ରଖିବା
ଉଦାହରଣ :
ଦୋକାନୀ ଶସ୍ୟ ମାପୁଛି
ଅନ୍ୟ ଭାଷାରେ ଅନୁବାଦ :