ଅର୍ଥ : କୌଣସି କାମ ଅଥବା କଥାପାଇଁ ଈଶ୍ୱର ଆଦିଙ୍କ ପାଖରେ ପ୍ରାର୍ଥନା କରିବା
ଉଦାହରଣ :
କୃଷକ ବର୍ଷାପାଇଁ ଭଗବାନଙ୍କୁ ମାନସିକ କରୁଛି
ଅନ୍ୟ ଭାଷାରେ ଅନୁବାଦ :
किसी कार्य अथवा बात के लिए ईश्वर आदि से प्रार्थना करना।
किसान वर्षा के लिए भगवान से मना रहे हैं।ଅର୍ଥ : ଦେବତା ଆଦିଙ୍କୁ ଦାନ ବା ପୂଜା କରିବାର ସଙ୍କଳ୍ପ କରିବା
ଉଦାହରଣ :
ଜେଜେମା କୂଳଦେବୀଙ୍କୁ ଛେଳି ମାନସିକ କରିଛନ୍ତି
ସମକକ୍ଷ : ଯାଚିବା
ଅନ୍ୟ ଭାଷାରେ ଅନୁବାଦ :