ଅର୍ଥ : କୌଣସିଟିର ସେତିକି ଅଂଶ ବା ମାତ୍ରା ଯାହାକୁ ଗୋଟିଏଥର କାମରେ ଲଗାଯାଏ ବା କାମପାଇଁ ଆବଶ୍ୟକ
ଉଦାହରଣ :
ଅଧିକ ମାତ୍ରାରେ ଭୋଜନକରି ସେ ବେମାର ହୋଇଗଲା
ସମକକ୍ଷ : ପରିମାଣ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସ୍ୱର ସୂଚକ ଯେଉଁ ରେଖା ବା ଚିହ୍ନ କୌଣସି ଅକ୍ଷର ବା ବର୍ଣ୍ଣରେ ଲାଗେ
ଉଦାହରଣ :
କି- ରେ ଇ ସ୍ୱର ମାତ୍ରା ରହିଛି
ସମକକ୍ଷ : ସ୍ୱର ମାତ୍ରା
ଅନ୍ୟ ଭାଷାରେ ଅନୁବାଦ :
स्वर की सूचक वह रेखा या चिह्न जो किसी अक्षर या वर्ण में लगता है।
कि में इ की स्वर मात्रा है।ଅର୍ଥ : ସଙ୍ଗୀତରେ ଗୀତ ତଥା ବାଦ୍ୟର ସମୟ ନିରୂପଣ କରିବା ନିମନ୍ତେ ସେତିକି ସମୟ ଯାହା ଗୋଟିଏ ସ୍ୱରର ଉଚ୍ଚାରଣରେ ଲାଗେ
ଉଦାହରଣ :
ସଙ୍ଗୀତରେ ତାଳ ମାତ୍ରାଉପରେ ବିଶେଷ ଧ୍ୟାନ ଦିଆଯାଏ
ସମକକ୍ଷ : ତାଳ ମାତ୍ରା
ଅନ୍ୟ ଭାଷାରେ ଅନୁବାଦ :
संगीत में गीत तथा वाद्य का समय निरूपित करने के लिए उतना काल जितना एक स्वर के उच्चारण में लगता है।
संगीत में ताल मात्रा का विशेष ध्यान रखा जाता है।