ଅର୍ଥ : ନାଟକରେ ମଙ୍ଗଳ ପାଠ କରୁଥିବା ଅଭିନେତା
ଉଦାହରଣ :
ନାଟକ ଆରମ୍ଭ ହେବାପାଇଁ ଏବେ ମାତ୍ର ଦଶ ମିନିଟ୍ ଅଛି କିନ୍ତୁ ମାଙ୍ଗଳିକ ଏପର୍ଯ୍ୟନ୍ତ ଆସିନାହାନ୍ତି
ଅନ୍ୟ ଭାଷାରେ ଅନୁବାଦ :
नाटक में मंगल पाठ करनेवाला पात्र।
नाटक शुरू होने में अब दस मिनट ही हैं पर मांगलिक अभी तक नहीं आया है!।ଅର୍ଥ : ଯାହା ଶୁଭ ବା ଭଲ
ଉଦାହରଣ :
ଶୁଭ କାର୍ଯ୍ୟ ଆରମ୍ଭ କରିବାରେ ଡେରି ହେବା ଉଚିତ ନୁହେଁ
ଅନ୍ୟ ଭାଷାରେ ଅନୁବାଦ :
Auguring favorable circumstances and good luck.
An auspicious beginning for the campaign.