ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦହି ବା ଦୁଧ ମନ୍ଥନରୁ ବାହାରୁଥିବା ତାହାର ସାରଭାଗ ଯାହାକୁ ଗରମ କରି ଘିଅ ତିଆରି କରାଯାଏ
ଉଦାହରଣ : ଲହୁଣୀ ବାଳ ଶ୍ରୀକୃଷ୍ଣଙ୍କର ବଡ଼ ପ୍ରିୟ ଥିଲା
ସମକକ୍ଷ : ନବନୀତ, ଲବଣୀ, ଲହୁଣୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
दही या दूध मथने से निकला हुआ उसका सार भाग जिसे तपाने से घी बनता है।
An edible emulsion of fat globules made by churning milk or cream. For cooking and table use.
ସଂସ୍ଥାପନ କରନ୍ତୁ