ଅର୍ଥ : କଂପ୍ୟୁଟରସହ ଜଡ଼ିତ ଯେଉଁ ହସ୍ତଚାଳିତ ଉପକରଣ ସହାୟତାରେ କଂପ୍ୟୁଟରର ପରଦା ଉପରେ କର୍ସର ଚାଲେ
ଉଦାହରଣ :
ମାଉସକୁ କଠିନ ଓ ସମତଳ ସ୍ଥାନରେ ରଖି ବ୍ୟବହାର କରାଯାଏ
ଅନ୍ୟ ଭାଷାରେ ଅନୁବାଦ :
संगणक से जुड़ा हुआ वह हस्तचालित उपकरण जिसकी सहायता से संगणक के परदे पर कर्सर चलता है।
माऊस को कड़े, समतल सतह पर रख कर उपयोग में लाया जाता है।