ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଇଲଖୁଣ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଇଲଖୁଣ୍ଟ   ବିଶେଷ୍ୟ

ଅର୍ଥ : ସଡକର ଧାରରେ ରଖାଯାଇଥିବା ପଥରଖଣ୍ଡ ଯେଉଁଥିରେ ବିଶିଷ୍ଟ ସ୍ଥାନରୁ ଉକ୍ତ ସ୍ଥାନର ଦୂରତା ମାଇଲରେ ବତାଯାଇଥାଏ

ଉଦାହରଣ : ମାଇଲଖୁଣ୍ଟ ଅନୁସାରେ ଏହିଠାରୁ ସହରର ଦୂରତା ମାତ୍ର ଦୁଇମାଇଲ୍


ଅନ୍ୟ ଭାଷାରେ ଅନୁବାଦ :

सड़कों के किनारे लगे हुए वे पत्थर जो विशिष्ट स्थान से उस स्थान तक की दूरी मीलों में बतलाते हैं।

मील-पत्थर के अनुसार अब शहर केवल दो मील दूर है।
मील का पत्थर, मील पत्थर, मील-पत्थर

Stone post at side of a road to show distances.

milepost, milestone

ଅର୍ଥ : କିଛି ନୂଆ ଏବଂ ବିଶିଷ୍ଟ ବିଷୟ ହୋଇଥିବା କୌଣସି ଘଟଣା, ଜାତି, ରାଷ୍ଟ୍ର ଆଦିର ଇତିହାସରେ ବର୍ଣ୍ଣିତ ବିନ୍ଦୁ ବା ସ୍ଥିତି

ଉଦାହରଣ : କିଛି ଗ୍ରହର ସୂଚନା ଜାଣିବା ନେଇ କେପଲର-୧୦ବି ପୃଥିବୀ ଅନ୍ବଷଣ ଏକ ମାଇଲଖୁଣ୍ଟ


ଅନ୍ୟ ଭାଷାରେ ଅନୁବାଦ :

किसी घटना, जाति, राष्ट्र आदि के इतिहास में वह बिंदु या स्थिति जहाँ कोई नई और विशिष्ट बात हुई हो।

केपलर-10बी की खोज पृथ्वी जैसे किसी ग्रह की खोज की राह में एक मील का पत्थर है।
मील का पत्थर, मील पत्थर, मील-पत्थर

A significant event in your life (or in a project).

milestone