ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ବ୍ୟକ୍ତି ପ୍ରାୟ ଅତ୍ୟଧିକ ମଦ ପିଏ
ଉଦାହରଣ : ମଦୁଆଟି ବେହୋସ୍ ହୋଇ ନଳାରେ ପଡ଼ିଥିଲା
ସମକକ୍ଷ : ମଦୁଆ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह जो प्रायः और अधिक शराब पीता हो।
A person who drinks alcoholic beverages (especially to excess).
ଅର୍ଥ : ମଦ୍ୟପାନ କରିଥିବା ବ୍ୟକ୍ତି
ଉଦାହରଣ : ମଦୁଆଟି ଟଳି ଟଳି ଚାଲୁଥିଲା
शराब पिया हुआ व्यक्ति।
Someone who is intoxicated.
ଅର୍ଥ : ମଦ ପିଇଥିବା ବ୍ୟକ୍ତି
ଉଦାହରଣ : ମଦୁଆ ଡ୍ରାଇଭର୍ ଗାଡ଼ିକୁ ଗଛରେ ପିଟି ଦେଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
शराब पिया हुआ।
ଅର୍ଥ : ପ୍ରାୟ ଅଧିକ ମଦ ପିଉଥିବା ବ୍ୟକ୍ତି
ଉଦାହରଣ : ମଦୁଆ ଲୋକଟି ପ୍ରତିଦିନ ମଦ ପିଇ ଘରକୁ ଆସେ
प्रायः अधिक शराब पीनेवाला।
Addicted to alcohol.
ସଂସ୍ଥାପନ କରନ୍ତୁ