ଅର୍ଥ : ମନ୍ଥିତ ବା ଘୋଟା ହୋଇଥିବା
ଉଦାହରଣ :
ମନ୍ଥିତ ଦହି ଉପରେ ଲହୁଣି ଭାସୁଛି
ସମକକ୍ଷ : ଘୋଳା, ବିଲୋଡିତ, ମନ୍ଥିତ
ଅନ୍ୟ ଭାଷାରେ ଅନୁବାଦ :
Moving with or producing or produced by vigorous agitation.
Winds whipped the piled leaves into churning masses.