ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସାହିତ୍ୟର ନବରସ ମଧ୍ୟରୁ ଯେଉଁ ରସ ଅନିଷ୍ଟ କରୁଥିବା ଭୟଙ୍କର ଏବଂ ବିକଟ ଘଟଣାଗୁଡ଼ିକୁ ବା ତା ଆଶଙ୍କାରେ ମନରେ ହେଉଥିବା ଆତଙ୍କ ବା ଭୟରୁ ଉତ୍ପନ୍ନ ହୋଇଥାଏ
ଉଦାହରଣ : ଏହି କବିତାରେ ଭୟାନକ ରସ ରହିଛି
ସମକକ୍ଷ : ଭୟାନକ ରସ
ଅନ୍ୟ ଭାଷାରେ ଅନୁବାଦ :हिन्दी
साहित्य में नौ रसों में से एक जो अनिष्ट करनेवाली भयावनी और विकट घटनाओं या उनकी आशंका से मन में होनेवाले आतंक या भय से उत्पन्न होता है।
ଅର୍ଥ : ଯିଏ ଅନ୍ୟକୁ ଡରାଏ
ଉଦାହରଣ : ରମେଶ ଭୀତିଜନକ, କେବଳ ଅନ୍ୟକୁ ଡରେଇବା ଜାଣିଛି
ସମକକ୍ଷ : ଭୀତିଜନକ, ଭୟଦ, ଭୟପ୍ରଦ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह जो धौंस जमाता हो।
A cruel and brutal fellow.
ଅର୍ଥ : ଆବଶ୍ୟକତାଠାରୁ ଅଧିକ ବା ବହୁତ ଅଧିକ
ଉଦାହରଣ : ଭୀଷଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲା
ସମକକ୍ଷ : ଘୋର, ପ୍ରବଳ, ଭୀଷଣ, ଭୟଙ୍କର
आवश्यकता से अधिक या बहुत ही अधिक।
Unusually great in degree or quantity or number.
ସଂସ୍ଥାପନ କରନ୍ତୁ